ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହିଲେ ଯବାନ

ମାଲକାନଗିରି: ଅପରାଧୀଙ୍କୁ ଦଣ୍ଡ ଏବଂ ଅସହାୟକୁ ସାହାଯ୍ୟ କରୁଛି ଯବାନ। ଏଭଳି ଯୁକ୍ତି ବଢ଼ିଛନ୍ତି ମାଲକାନଗିରି ସୀମାନ୍ତ ଛତିଶଗଡର ଡିଆରଜି ଯବାନ। ଜଙ୍ଗଲ ଭିତରେ ବାସ କରିଥିବା ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ନେବା ଘଟଣା ଏବେ ବେଶ ଚର୍ଚ୍ଚା ସଂଉଟୁଛି। ଏଭଳି ଘଟଣା ଘଟିଛି ସୀମାନ୍ତ ଦନ୍ତେୱାଡ଼ା ଜିଲ୍ଲାର ଦୁର୍ଗମ ରେୱଲି ଗ୍ରାମରେ। ମାଓବାଦୀମାନେ ରେୱାଲି ଗାଁର ଅନେକ ସ୍ଥାନରେ ରାସ୍ତା କାଟି ଦେଇଥିଲେ। ଏହି ରାସ୍ତାରେ … Continue reading ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହିଲେ ଯବାନ